ରାୟଗଡ଼ ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଷମ କଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ରହିତ ଦଣ୍ଡସେନା ସଭାପତିତ୍ବରେ ହୋଇ ଥିଲା l ମୁଖ୍ୟ ଅତୀତ ଭାବେ ବିଷମ କଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲାକା, OBC ମୋର୍ଚ୍ଚା ସଭାପତି ରୁଦ୍ର ମାଗିଲି, ଜିଲ୍ଲା ଉପସଭାପତି ଦୁର୍ଯ୍ୟୋଧନ ପାଳ, ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ସାମନ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ଯ, ବାଦଲ ରଣା, ସୁକାନ୍ତ ସେଠି, ଗୌତମ ଉଲାକା, j ବାବୁ ରାଓ, ସମସ୍ତ ମଣ୍ଡଳ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ପ୍ରମୁଖ ମହିଳା ନେତ୍ରୀ ମାନେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ ଙ୍କ ନେତୃତ୍ୱ ରେ ମିଶ୍ରଣ ପର୍ବ ରେ ସାମିଲି ହେଲେ l