ଭୁବନେଶ୍ୱର: ପ୍ରଥମେ ତୁମେ ବାବାଙ୍କର ଫଟୋ, ବିଗ୍ରହ ଏବଂ ଚିତ୍ରଗୁଡିକରୁ ବାବାଙ୍କର ଶରୀରକୁ ସୂକ୍ଷ୍ମଭାବେ ନିରିକ୍ଷଣ କର । କ୍ରମଶଃ ତମେ ମାନଓ ସ୍ତରରେ ତାଙ୍କ ସ୍ୱରୂପ ସନ୍ଦର୍ଶନ କରିପାରିବ । ନିରବଚ୍ଛିନ୍ନ ଭାବେ ବାବାଙ୍କୁ ଧ୍ୟାନ କର । ସେ ତୁମକୁ ତାଙ୍କର ପ୍ରକୃତ ରୂପ ଦେଖାଇ ଦେବେ । ବାବାଙ୍କ ସ୍ୱରୂପ ଦର୍ଶନ ନିମନ୍ତେ ଏହି ଉପାୟରେ ଅବତାରଣା କରାଯାଇଛି ଶ୍ରୀ ସାଇ ସତଚରିତରେ ।