ଭୁବନେଶ୍ୱର: କରୋନା ସଞ୍ଜିବନୀ ନେବା ଲାଗି ମସସ୍ତେ କରୁଛନ୍ତି ପଞ୍ଜିକରଣ । ତେବେ ଶର୍ଯ୍ୟାଶାୟୀ ଓ ଶାରିରୀକ ଅକ୍ଷମ ଲୋକଙ୍କ ଟିକାକରଣ କରାଯିବା ନେଇ ବିଏମସି ପକ୍ଷରୁ ପଞ୍ଜିକରଣ କରାଯାଇଥିଲା । ଆଜି ଘରକୁ ଘର ବୁଲି ଦିଆଯାଇଛି ଟିକା । ରାଜଧାନୀରେ ଏପର୍ଯ୍ୟନ୍ତ ୫୧ ଜଣ ଶଯ୍ୟାଶାୟୀ ଟୀକା ନେବା ପାଇଁ ପଞ୍ଜୀକରଣ କରାଯାଇଥବବା ଜଣାପଡିଛି । ଏବେ ରାଜଧାନୀରେ କରୋନା ସ୍ଥିତି ଧିରେ ଧିରେ ଆୟତକୁ ଆସୁଥିବା ବେଳେ ଶତ ପ୍ରତିଶତ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।