ନୂଆଦିଲ୍ଲୀ ()ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ୧୭୭୫ରେ ପହଂଚିଲାଣି । ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି ।ପୁରା ବିଶ୍ୱରେ କରୋନା ବ୍ୟାପିଥିବା ବେଳେ ‘ଆଫି୍ରକା’କୁ କାହିଁକି ଯାଇପାରୁନି ‘କରୋନା’ । ଆସନ୍ତୁ ଜାଣିବା …
ବିଶେଷଜ୍ଞ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମିତ ହେବା ପାଇଁ ଆଫ୍ରିକାରେ ଅନୁକୂଳ ବାତାବରଣ ନାହିଁ ।ଆଫ୍ରିକାରେ ଅନ୍ୟ ଦେଶ ତୁଳନାରେ ଅଧିକ ଗରମ ହେଉଥିବାରୁ ଏଠାରେ ଭାଇରସ ସଂକ୍ରମଣ କରିପାରୁନାହାଁନ୍ତି ,୩୦ରୁ ୩୫ ଡିଗ୍ରୀ ତାପମାତ୍ରାରେ ଏହି ଭାଇରସ ଜୀବନ୍ତ ରହିପାରୁନଥିବାବେଳେ ଥଣ୍ଡା ପାଣିପାଗରେ ହିଁ ଏହି ଭାଇରସ ସକ୍ରିୟ ରହିଥାନ୍ତି ।