ଭୁବନେଶ୍ୱର : ଭାରତର ଅଗ୍ରଣୀ ପୁରୁଷ ପୋଷାକ ଫ୍ୟାସନ୍ ବ୍ରା୍, କୋବ୍ ପକ୍ଷରୁ ଯାଜପୁର ରୋଡ଼ସ୍ଥିତ ର୍ଚୋା ବାଇପାସ୍ଠାରେ ଅବସ୍ଥାପିତ ଉତ୍କଳ ସେର ପଏ ମଲରେ ଏହାର ୪୫୦ ମ ତଥା ନୂତନ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଅବସରରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଏବଂ ର୍ନିେଶକ ତଥା ଅଭିନେତା, ଶ୍ରୀ ଅଶ୍ୱିନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟୋରଟିକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଫ୍ର।।ଇଜ୍ ଓନର, ଓଡ଼ିଶା, ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହା ହେଉଛି ଓଡ଼ିଶାରେ କୋବ୍୍ର ଚତୁର୍ଥ ସ୍ୱତନ୍ତ୍ର ଷ୍ଟୋର୍ । ପୂର୍ବରୁ ପୁରୀ, କଟକ ଏବଂ ଭୁବନେଶ୍ୱରଠାରେ ଏହାର ଷ୍ଟୋର୍ ରହିଛି । ଏହି ଉଦ୍ଘାଟନୀ ଅବସରରେ କମ୍ପାନୀ ପକ୍ଷରୁ ଓପନିଂ ଧମାକା ସେଲ୍ ଘୋଷଣା କରାଯାଇଛି । ଏଥିରେ ଗ୍ରାହକମାନେ ଦୁଇଟି କିଣିଲେ ୬ଟି ଜିନିଷ (ବାଏ ୨ ଗେଟ୍ ୬) ପାଇପାରିବେ ।
ଏହି ଉଦ୍ଘାଟନୀ ଅବସରରେ ଶ୍ରୀଯୁକ୍ତ ମୋହଶିନ୍ ଶେଖ୍, ଡେପୁଟି ଜେନେରାଲ୍ ମ୍ୟାନେଜର, କୋବ୍ କହିଛନ୍ତି ଯେ, ଏଥିରେ ଗ୍ରାହକମାନେ ଦୁଇଟି କିଣିଲେ ୬ ଜିନିଷ ପାଇପାରିବେ ।
ାନନ୍ଦ ତ୍ରିପାଠୀ, ମାଷ୍ଟର ଫ୍ରାଂଚାଇଜି, କବ୍ ଉପସ୍ଥିତ ଥିଲେ ।
ହି ଷ୍ଟୋର୍ର ଶୁଭ ଉଦବ୍ୟବସାୟର ସଫଳତା ଆମ ବ୍ରା୍ର ଉଲ୍ଳେଖନୀୟ ସୁଦୃଢ଼ତା ଯୋଗୁଁ ସମ୍ଭବ ହୋଇଛି । ଆମେ ବିଶ୍ୱାସ କରୁଯେ ଆମର ସଫଳତା ପରିର୍ବିତ ଫ୍ୟାସନ୍ ଟ୍ରେ୍କୁ ଚିହ୍ନଟ କରିବା, ଜାଣିବା ଏବଂ ଉଚିତ ସମୟ ମଧ୍ୟରେ ସେଥିପାଇଁ ବ୍ୟବସ୍ଥା କରିବା ଉପରେ ନିର୍ଭରଶୀଳ ।
ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟରେ ୫୦ଟି ନୂଆ ଷ୍ଟୋର୍ ଖୋଲିବାକୁ କୋବ୍ ଯୋଜନା ରଖିଛି । ଆଗାମୀ ଦିନ ମାନଙ୍କରେ ଅନ୍ୟ ଷ୍ଟୋର୍ଗୁଡ଼ିକ ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ଆଦି ପ୍ରମୁଖ ସହରଗୁଡ଼ିକରେ ଖୋଲାଯିବାର ବ୍ୟବସ୍ଥା ରହିଛି ।
ଏହି ନୂତନ ଷ୍ଟୋର୍ର ଶୁଭାରମ୍ଭକରି କମ୍ପାନୀ ରାଜ୍ୟରେ ଏହାର ଉପସ୍ଥିତିକୁ ବଢ଼ାଇଛି । କମ୍ପାନୀ ଏହାର ଗ୍ରାହକମାନଙ୍କୁ ଆନ୍ତର୍ଜାତୀୟ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛି ।
କୋବ୍ର ଉତ୍ପାଦ ଗୁଡ଼ିକ ଦିଲ୍ଲୀ, ଉର ପ୍ରଦେଶ, ହରିୟାନା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ଉରାଖ, ବିହାର, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଆସାମର ୫୦୦ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ବ୍ରା୍ ଆଉଟ୍ଲେଟ୍ ଓ ସମଗ୍ର ଦେଶର ୭୫ରୁ ଉର୍ଦ୍ଧ୍ୱ ମଲ୍ଟି ବ୍ରା୍ ଆଉଟ୍ଲେଟ୍ରେ ଉପଲବ୍ଧ ହେଉଛି । ୟୁଏଆଇ (ଦୁବାଇ)ରେ ମଧ୍ୟ କୋବର ଉପସ୍ଥିତି ରହିଛି । କୋବ୍ ଗ୍ରାହକମାନଙ୍କୁ ଡିଜାଇନ୍ ପ୍ରେରିତ ଉତ୍ପାଦ ଯୋଗାଇ ଦେଉଛି । ଫ୍ୟାସନପ୍ରେମୀ ମାନଙ୍କ ପାଇଁ ଏହାର ଷ୍ଟୋର୍ରେ ସାର୍ଟ, ଟ୍ରାଉଜର୍, ଡେନିମ୍, ଟି-ସାର୍ଟ, ସୁଟ୍ ଓ ବ୍ଲେଜର୍ ଉପଲବ୍ଧ ହେଉଛି ।