ଧୈର୍ଯ୍ୟର ଫଳ ଯେ ସବୁ ବେଳେ ମିଠା ଏ କଥା ନିଜେ ସେଇ ବାବା ହିଁ କହିଛନ୍ତି । କୌଣସି କଥାରେ ବିଚଳିତ ନହୋଇ ଧୈର୍ଯ୍ୟର ସହିତ ସବୁ କଥା ତାଙ୍କ ଉପରେ ଛାଡି ଦେଲେ ତାର ସମାଧାନର ବାଟ ସେ ଆପେ ଆପେ ଦେଖାଇ ଦିଅନ୍ତିା ଆସନ୍ତୁ ଜାଣିବା ସାଇ ବାବାଙ୍କ ମହିମା ।
ଥରେ ଜଣେ ବୃଦ୍ଧ ମହିଳା ଶ୍ରୀମତୀ କାନ୍ତା ବାଇ ଦେଶମୁଖ ବାବା ଙ୍କର କୀର୍ତି ଶୁଣି କିଛି ଲୋକ ଙ୍କ ସହ ସିରଡ଼ି ଆସିଥିଲେ ବାବା ଙ୍କୁ ଦାସନ କରି ସେ ବହୁତ ଖୁସି ହେଲେ ଓ ତାଙ୍କ ମନ ରେ ଅପୂର୍ବ ଆନନ୍ଦ ର ଅନୁଭବ ହେଲା ଓ ସେ ବାବା ଙ୍କୁ ଭଲ ପାଇ ବସିଲେ ଓ ନିଷ୍ପତି ନେଲେ କି ଯେପର୍ୟନ୍ତ ବାବା ନିଜେ ଆସି ତନୁ ନିଜ ହାତରେ ଖାଇବାକୁ ନଦେଇଛନ୍ତି ଓ କିଛି ଉପଦେଶ ନ ଦେଇଛନ୍ତି ସେପଯନ୍ତ ସେ ଅନ୍ନ ଜଳ ଗ୍ରହଣ କରିବେ ନାହିଁ , ବାବା ତ ଅଂତର୍ଜାମି ସେ ସବୁ ଜାଣି ପାରିଲେ ଓ ଚୁପ ରହିଲେ ।
ଏହିପରି ଭାବେ ତିନିଦିନ ଅତିବାହିତ ହେଇଗଲା ଓ ବୃଦ୍ଧା ଙ୍କ ନିର୍ଜଳା ଉପବାସ ଦେଖି ହେମଡ଼ପନ୍ଥ ଲେଖିଲେ କି ମୁ ଡରିଗଲି ଓ ବାବା ଙ୍କ ପାଖରେ ପ୍ରାର୍ଥନା କଲି କି ହେ ଦେବା ଆପଣ କେତେ ଲୋକ ଙ୍କୁ ଆକର୍ଷିତ କରି ନିଜ ପାଖକୁ ଟାଣି ଆଣୁଛନ୍ତି ଓ ଆପଣ ଜାଣିଛନ୍ତି ବୃଦ୍ଧ ଆପଣ ଙ୍କ ପାଇଁ ନିର୍ଜଳା ଉପବାସ କରିଛନ୍ତି ହେଲେ ତଥାପି ଆପଣ କିପରି ଚୁପ ରହିଛନ୍ତି , ଯଦି ସେ ବୃଦ୍ଧା ମହିଳା ଙ୍କର କିଛି ହୋଇଯାଏ ତେବେ ଲୋକ ଆପଣ ଙ୍କୁ ଦୋଷ ଦେବେ କହିବେ ଆପଣ ନିଷ୍ଠୁର ଓ ଆପଣ ଉପଦେଶ ଦେଲେନି ବୋଲି ବୃଦ୍ଧ ମହିଳା ଙ୍କର ମୃତ୍ୟୁ ଘଟିଲା ।
ବାବା ତାପରେ ଖବର ପଠେଇଲେ ଓ ରଧାବାଇ ଦେଶମୁଖ ଙ୍କୁ ଡକେଇଲେ ଓ କହିଲେ ହେ ମାତା , ଏତେ ଯନ୍ତଣା ସହିକି ମୃତ୍ୟୁ କୁ ଆଲିଙ୍ଗନ କରିବାକୁ କାହିଁକି ଚାହୁଁଚ , ତୁମେ ମୋର ଖାଣ୍ଟି ମା ଓ ମୁ ତୁମର ପୁଅ ମୁ ବା ତୁମକୁ କି ଉପଦେଶ ଦେବି ତଥାପି ମୁ ତୁମକୁ ଯାହା କହୁଛି ଧ୍ୟାନ ଦେଇ ଶୁଣ , ମୁ ମୋର ନିଜ କଥା କହୁଛି ଏହା କୁ ତୁମେ ଯଦି ମନ ଧ୍ୟାନ ସହକ ରେ ଶୁଣିବ ତେବେ ପରମ ଶାନ୍ତି ଲାଭ ହବ ।
ମୋର ଗୁରୁ ଜଣେ ମହାନ ସିଧା ପୁରୁଷ ଥିଲେ , ମୋ ପ୍ରତି ସେ ବଡ ଦୟାଳୁ ଥିଲେ ଦୀର୍ଘ କାଳ ଯାଏଁ ମୁ ତାଙ୍କ ସେବା କଲି ତଥାପି ସେ ମତେ କୌଣସି ମନ୍ତ୍ର କହିନଥିଲେ ମୁ ତାଙ୍କ ଠାରୁ କେବେ ବି ଅଲଗା ହେବାକୁ ଚାହୁଁନଥିଲି ମୋର କେବଳ ଇଚ୍ଛା ଥିଲା କି ମୁ ତାଙ୍କ କେବଳ ରହିକି ତାଙ୍କ ସେବା କରିବି କିନ୍ତୁ ତାଙ୍କ ରୀତି ନୀତି ବହୁତ ଥିଲା ।
ସେ ପ୍ରଥମେ ମତେ ଲଣ୍ଡା କଲେ ଓ ମତେ ଦୁଇ ପଇସା ଦକ୍ଷିଣା ମାଗିଲେ ଓ ମୁ ତତକ୍ଷଣାତ ଦେଇଦେଲି ତୁମେ ମତେ ପ୍ରଶ୍ନ କରିପାର ମୋ ଗୁରୁ ତ ନିଷ୍କାମ କର୍ମ ରେ ବିଶ୍ୱାସ କରୁଥିଲେ ତା ପଇସା ପତ୍ର କାରବାର କଣ କିନ୍ତୁ ପ୍ରକୁତ ରେ ସେ ଦୁଇ ପଇସା ର ଅର୍ଥ ହେଲା ଦୃଢ଼ନିଷ୍ଠା ଓ ଧର୍ୟ୍ୟ, ଏହିପରି ଭାବରେ ଲୀଳା କରୁଥିଲେ ମୋ ସାଇ କାହାଣୀ ଭଲ ଲାଗିଥିଲେ ସେୟାର ଜରୁର କରିବେ ଓ କମେଣ୍ଟରେ ଓଁ ସାଇ ରାମ ଲେଖିବେ ।