ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର ଆଇନ ଅନୁସା ଅପରାଧ । ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ପୁରୁଷମାନଙ୍କୁ ଏକରୁ ଅଧିକ ବିବାହ କରିବାକୁ ପଡିଥାଏ। ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପ୍ରଥମ ପନତ୍ୀ ଏବଂ ଦ୍ୱିତୀୟ ପନତ୍ୀଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ତେବେ ଉଭୟଙ୍କୁ ଜେଲ୍ ଦଣ୍ଡାଦେଶ କରାଯାଏ।