ଝିଅ ହଉ ବା ପୁଅ ରୋମାନ୍ସ କରିବା ଇଚ୍ଛା ସମସ୍ତଙ୍କ ଥାଏ । ମାତ୍ର ଏହା ସମସ୍ତଙ୍କୁ ଜଣା ନଥାଏ, ତେଣୁ ଆଜି ଆମେ ଏହି ବିଷୟରେ ବିସ୍ତାର ରୂପେ ଆଲୋଚନା କରିବାକୁ ଯାଉଛୁଟ୍ଟ
ଜଣେ ସ୍ତ୍ରୀ ଲୋକ ଯଦି ଭଲ ସଂସ୍କାରବାଦୀ ପରିବାରରୁ ଶାଶୁ ଘରକୁ ଯାଇଥିବ ସେ ନିଜ ମନ କଥା ଖୋଲି କହିପାରେ ନାହିଁ। ତେଣୁ ତାଙ୍କ ସ୍ୱାମୀକୁ ସେମାନଙ୍କର ଭାବନରୁ ବୁଝିନେବା ଦରକାର୍ କାରଣ ସବୁ ମହିଳାଙ୍କୁ ରୋମାନ୍ସ ବହୁତ୍ ଭଲ ଲାଗେ ଓ ସେମାନେ ଏହି ବିଷୟରେ ନିଜ ସାଥୀକୁ କହି ପାରନ୍ତି ନାହିଁ ।
ମହିଳାଙ୍କୁ ରୋମାନ୍ସ ବହୁତ୍ ଭଲ ଲାଗେ ଓ ସେମାନେ ଏହି ବିଷୟରେ ନିଜ ସାଥୀକୁ କହି ପାରନ୍ତି ନାହିଁ । ସର୍ବ ପ୍ରଥମେ ମହିଳା ମାନେ ଚାହାଁନ୍ତି ଯେ ତାଙ୍କ ସାଥୀ ତାଙ୍କ ପ୍ରତି ସଦଭାବନା ରଖନ୍ତୁ ଓ ଭାବନାକୁ ସମ୍ମାନ ଦିଅନ୍ତୁ। ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ପାର୍ଟନର ଙ୍କ ପ୍ରତି କେବେ ହେଲେ ପଶୁ ଭଳି ବ୍ୟବହାର କରନ୍ତୁ ନାହିଁ। ସବୁ ମହିଳା ଚାହାନ୍ତି ଯେ ତାଙ୍କ ସ୍ବାମୀ ସେମାନଙ୍କୁ ଚରମ ସୁଖ ପ୍ରଦାନ କରୁ । ରୋମାନ୍ସ କରିବା ସମୟରେ ମହିଳା ମାନେ ଚାହାନ୍ତି ଯେ ଅତୀତରେ ବିତି ଯାଇଥିବା କିଛି ହଟ କଥାବାର୍ତ୍ତା କରନ୍ତୁ ଓ ତାକୁ ମନେ ପକାଇ ମାଜମସ୍ତି କରନ୍ତୁ।