ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ । କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ହୋଇଥିଲେ ।ସନ୍ତୋଷ ଷଡଙ୍ଗୀ ଓ ରଞ୍ଜନା ଚୋପ୍ରାଙ୍କୁ ନୂଆ ଦାୟିତ୍ୱ । ସନ୍ତୋଷୀ ଷଡଙ୍ଗୀ ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନେର୍ଜି ସଚିବ । ରଞ୍ଜନା ଚୋପ୍ରାଙ୍କି ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ।