ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ ପାଇଁ କିଛି ଅସୁବିଧା ନାହିଁ । ଗ୍ରେସ ମାର୍କ ନେଇ ପରିଚାଲନା କମିଟି ନିଷ୍ପତ୍ତି ନେବ । ରେଜଲ୍ଟ ବାହାରିବା ଦିନ ପିଲାଙ୍କୁ ମିଳିବ ସାର୍ଟିଫିକେଟ । ୱାଟର ମାର୍କ , ଏଆଇ ,କ୍ୟୁଆର କୋଡ ସଫଳତା ମିଳିଛି ।