Odia News Portal

ଘରକୁ ଫେରିଲେ ସୈଫ୍‌

ଲୀଲାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ଘରକୁ ଫେରିଲେ ସୈଫ୍ । ୫ ଦିନର ଚିକିତ୍ସା ପରେ ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି । ଆଜି ସୈଫଙ୍କ ବୟାନ ରେକର୍ଡ କରିପାରେ ମୁମ୍ବାଇ ପୋଲିସ୍ । ଗତ ୧୬ ତାରିଖରେ ଘରେ ପଶି ସୈଫଙ୍କୁ ଛୁରିମାଡ କରିଥିଲା ଦୁର୍ବୃତ୍ତ ।