ସତ କହିଲେ କି ହଂସୀତା ?କହିଲେ , ’ମୋ ସ୍ୱାମୀ ସରୋଜ ସାହୁ ଓ ତାଙ୍କ ଦେହ ଖରାପ ମୁଁ ତାଙ୍କ ଦେଖାଶୁଣା କରିବି ଓ କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ ଓ ପ୍ରଶ୍ନ ଉଠୁଛି ଫରୱାର୍ଡ଼ିଂ ଲେଟରରେ ଇନଫୋସିଟି ପୁଲିସ ଅନିଲ ମହାନ୍ତିଙ୍କୁ ହଂସୀତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲା ଓ ହେଲେ ଏବେ ସରୋଜଙ୍କୁ ନିଜ ସ୍ୱାମୀ କହି ବେଲ୍ ପାଇବାକୁ ଚାଲାକି କରିବାକୁ ଚେଷ୍ଟା କରୁନାହାଁନ୍ତି ତ?