ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା ରଖିଛନ୍ତି ା କହିଛନ୍ତି ଧାନ ନଷ୍ଟ ନେଇ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ସରିବ କ୍ଷୟକ୍ଷତି ଆକଳନ । ରିପୋର୍ଟ ଆସିବା ପରେ ମିଳିବ କ୍ଷତିପୂରଣ ଦିଆଯିବ କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ା ବିକ୍ରି ଯୋଗ୍ୟ ହୋଇଥିଲେ ବ୍ୟବସ୍ଥା କରାଯିବ ।