ଭୁବନେଶ୍ୱର ପଳାସୁଣୀରେ ବାରମ୍ବାର ଦୁର୍ଘଟଣା। ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକଙ୍କ ସୂଚନା । ୪ ରୁ ୫ ମାସ ଭିତରେ ସରିବ ଫୁଟ ଓଭର ବ୍ରିଜ କାମ । ନୂଆ ଟେଣ୍ଡର ସହ କାମ ମଧ୍ୟ ଆରମ୍ଭ ହୋଇଛି । ୟାର୍ଡ଼ରେ ଓଭର ବ୍ରିଜ ଫେବ୍ରିକେସନ କାମ ଚାଲିଛି । ଲୋକେ ଭୁଲ କରୁଥିବାରୁ ଦୁର୍ଘଟଣା ଘଟୁଛି । ଗାଡି ଚାଳକ ବି ଏନଏଚଏଆଇ ନିୟମ ମାନୁନାହାନ୍ତି । ସ୍ପିଡ଼ ଲିମିଟ ନ ମାନିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।