୧୧ ଏଏନଏମ ଛାତ୍ରୀ ଅସୁସ୍ଥ
ଏଏନଏମ ଟ୍ରେନିଂ ସେଣ୍ଟରରେରେ ୧୧ ଜଣ ଛାତ୍ରୀ ଅସୁସ୍ଥ ଅଛନ୍ତି । ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଏଏନଏମ ଟ୍ରେନିଂ ସେଣ୍ଟରରେ ଅଘଟଣ ଘଟିଛି । ୧୧ ଜଣ ଛାତ୍ରୀଙ୍କୁ ଝାଡାବାନ୍ତି ହେବା ସହ ୩ ଜଣ ଗୁରୁତର ହୋଇ ଜିଲ୍ଲା ମ୍ରୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାସି ଖାଦ୍ୟ ଦିଆଯାିଥିବା ଅଭିଯୋଗରେ ଏଭଳି ଉତ୍ତେଜନା ଦେଖାଦେଇଛି । ପ୍ରିନସପାଲଙ୍କ ବଦଳି ଦାବିରେ ସିଡିଏମଓ ଅଫିସ ଘେରିଲେ ଅନ୍ୟ ଛାତ୍ରୀ ।