Odia News Portal

ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବାକୁ ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ

ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ରେ ଶିଳ୍ପପତି ମାନେ ସହଯୋଗର ହାତ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ଦୁଇ ଦିନିଆ ଇନଭେଷ୍ଟର ମିଟ କୁ ଉଦବୋଧନ ଦେଇ ଆହ୍ୱନ ଦେଇଛନ୍ତି l

ଏହି ଇନଭେଷ୍ଟରସ ମିଟ ର ଶେଷ ପର୍ଯ୍ୟାୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଦେଶର ବଡ ବଡ ଶିଳ୍ପପତି ମାନଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି l ଶ୍ରୀ ମାଝୀ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦିଗଦର୍ଶନ ରେ ଆରମ୍ଭ ହୋଇଥିବା ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ଦେଶର ବଡ ବଡ ଶିଳ୍ପପତି ମାନଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି l ଆସନ୍ତା 2025ଜାନୁଆରୀ 28 ଓ 29 ତାରିଖ ରେ