Odia News Portal

ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପୂଜା ମଣ୍ଡପ ବୁଲୁଛନ୍ତି ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂଜା ମଣ୍ଡପ ବୁଲିବା ସହ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଏଥିରେ ପୂଜା ମଣ୍ଡପ ରେଣ୍ଟ ଛାଡ୍ କରିଛନ୍ତି । କେବଳ ଭୁବନେଶ୍‌ବର ନୁହେଁ ପୁରା ରାଜ୍ୟର ସମସ୍ତ ପେଣ୍ଡାଲର ରେଣ୍ଟ ଛାଡ୍ ପାଇଁ ନିଷ୍ପତ୍ତି କରିଛନ୍ତି । ଏହା ସହ ସମସ୍ତଙ୍କୁ ସୁଭେଚ୍ଛା ଜଣାଇବା ସହ  ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଷନ କରିଛନ୍ତି ମୋହନ ମାଝୀ । ମା’ଙ୍କ ଆର୍ଶୀବାଦ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପେଣ୍ଡାଲ ଯାଉଛନ୍ତି ।