Odia News Portal

ଆତୀଶ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତୀଶ ମରଲେନା l ଅରବିନ୍ଦ କେଜି୍ରୱାଲ ଙ୍କ ସ୍ଥାନରେ ଆତୀଶ l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ଆତିଶ ଙ୍କ ନା ଘୋଷଣା କଲେ ଅରବିନ୍ଦ କେଜି୍ରୱାଲ l

ଆପ ବିଧାୟକ ଦଳ ବୈଠକ ରେ ଆତୀଶ ଙ୍କ ନା କୁ ମୋହର l