Odia News Portal

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଫାଟ

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳଭାଗରେ ଫାଟ ସୃଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁମୁଟରେ ଥିବା ପଦ୍ମ ପାଖୁଡାରେ ଦେଖାଦେଇଛି ଫାଟ । ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡିଛି । ତୁରନ୍ତ ମରାମତି କରାଯିବ କହିଲା ଏଏସଆଇ ।