Odia News Portal

‘ଜାନୁଆରୀ ୨୨’ ହାଫ୍‌ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର

‘ଜାନୁଆରୀ ୨୨’ ହାଫ୍‌ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ୨୨ ଜାନୁଆରୀ ଅପରାହ୍ନ ୨ଟା ଯାଏଁ ଛୁଟି । ସାରା ଦେଶରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।