Odia News Portal

ବିଲ୍‌କିସ୍ ବାନୋ: ଜେଲ୍ ଯିବେ ୧୧ ଦୋଷୀ

ବିଲ୍‌କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ପୁଣି ଜେଲ୍ ଯିବେ ମାମଲାର ୧୧ ଦୋଷୀ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ୨୦୨୨ରେ ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର । ଆଜ୍ଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା ।