Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

ବାଇକ – ଟ୍ୟାଙ୍କର ଧକ୍କାରେ ୨ ମୃତ, ଜଣେ ଗୁରୁତର | ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଉଥିଲା ବେଳେ ଦୁର୍ଘଟଣା । ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ମୃତ, ଗର୍ଭବତୀ ଗୁରୁତର । ଗୁରୁତର ମେଡିକଲରେ ଭର୍ତ୍ତି , ମୃତାହତ ୩ ଜଣ ସାନ ବରୁହାଁ ଗାଁର ।