Odia News Portal

ଅଙ୍ଗନବାଡ଼ିରେ ସର୍ପାଘାତ : ସହାୟିକା ମୃତ

 ଅଙ୍ଗନବାଡି କେନ୍ଦ୍ରରେ କାମୁଡ଼ିଲା ସାପ | ସାପ କାମୁଡ଼ାରେ ଅଙ୍ଗନବାଡି ସହାୟିକା ମୃତ୍ୟୁ | ବିଲିପଡ଼ା ଗାଁ ୨ନଂ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ | ରୋଷେଇ କରୁଥିବା ବେଳେ ସାପ କାମୁଡିଥିଲା | ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର |