Odia News Portal

ମେଡିକାଲରେ କରେଣ୍ଟ ଲାଗି ଶ୍ରମିକ ମୃତ

 ଯାଜପୁର ରୋଡ ମେଡିକାଲରେ ବିଦ୍ୟୁତ ଆଘାତ ରେ ଶ୍ରମିକ ମୃତ । ଡ୍ରୋନ କାମ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ୍ୟୁ । ମୃତ ଶ୍ରମିକ ପଶ୍ଚିମପଙ୍ଗ ର ହୋଇଥିବା ସୂଚନା ।